Tuesday, September 8, 2020

ଆମ ଭାରତୀୟ ସଂସ୍କୃତି( ପ୍ରବନ୍ଧ)

✍ନଳିନୀ ପ୍ରଭା ମିଶ୍ର

 Culture is an idea, a value,a belief any particular civilization holds close ly to it's roots

or foundation at any

given period in time .

It is generalized as a  

" state of mind".

     ସଂସ୍କୃତି ହେଉଛି କୋୖଣସି ଏକ ନିର୍ଦ୍ଦିଷ୍ଟ ସମୟ ସୂଚିତ ସଭ୍ୟତାର ମୂଳ

ଭିତ୍ତି ସହିତ ଅଙ୍ଗାଙ୍ଗୀ ଜଡିତ ହୋଇ ରହିଥିବା ଏକ ବିଶ୍ବାସ,ଏକ ଚିନ୍ତନ ଏବଂ ଏକ ଧାରଣା।ଏ‌ହା ଏକ ସାମାଜିକ ଚିନ୍ତନ ଭାବେ ସିଦ୍ଧାନ୍ତ ମୁକ୍ତ

ହୋଇ ଥାଏ।

        ସଂସ୍କୃତି ହେଉଛି ଏକ ପନ୍ଥା ଯାହାକୁ କି ଆମେ ଜଣକ ସହିତ

ଜଣେ ପରସ୍ପର ଭିତରେ ଆଦାନ ପ୍ରଦାନ କରିଥାଉ।ଏହା ଏକ ନିର୍ଦ୍ଦିଷ୍ଟ

ଦଳ ଯୁକ୍ତ ସର୍ବସାଧାରଣଙ୍କର 

ନୀତିନିୟମ, ବ୍ୟବହାର ଏବଂ ମ ଉଳିକ ସିଦ୍ଧାନ୍ତ ଠାରୁ ପୃଥକ୍ ସ୍ପଷ୍ଟୀକରଣ ଭାବେ ପ୍ରତିଷ୍ଠିତ ହୋଇ ଥାଏ।

       ଆମ ଭାରତୀୟ ସଂସ୍କୃତି ଐତିହାସିକ ସଂଖ୍ୟା ଗରିଷ୍ଠତା ତଥା

 ପ୍ରାଚୁର୍ଯ୍ୟ ସମ୍ପନ୍ନ ସତ୍ୟାସତ୍ୟ ଉପରେ

  ପର୍ଯ୍ୟବେଶିତ , ସର୍ବାଧିକ ଭୋଓତିକ ଶକ୍ତି ସମ୍ପନ୍ନ ହୋଇ ଲୋକ ପରିଚିତି ହୋଇ ଆସିଛି।

       ଆମ ଭାରତୀୟ ସଂସ୍କୃତି ଏବଂ

ଇତିହାସ ନିଶ୍ଚିତ ଭାବେ ସଗର୍ବ ର

ସହିତ ମାନସିକତାକୁ ଉଦ୍ଦିପୀତ କରାଇ  ପ୍ରାଚୀନ ସ୍ତରର ସେହି

ମହାଭାରତ, ରାମାୟଣ ଆଡ଼କୁ



 ଆକର୍ଷିତ କରାଇନେଥାଏ।ଆମ

ଜ୍ଞାନାଲୋକ କୁ ବିସ୍ତାରିତ କରି

ଆମକୁ ନେଇଯାଏ ଅତି ମାନସର

ସ୍ତରକୁ।

        ଆମ ଭାରତୀୟ ସଂସ୍କୃତି ଅତି

ମହାନ୍। ପ୍ରାଚୀନ ପରମ୍ପରା ଭିତରେ

ନୃତ୍ୟ, ଗୀତ, ସଙ୍ଗୀତ, ଲୋକକଥା, ଲୋକ ଗୀତ କିମ୍ବଦନ୍ତୀର  ପୃଷ୍ଠଭୂମି

ଉପରେ ପର୍ଯ୍ୟବେସିତ ମହାନ୍ ଭାବଧାରା ଭିତରେ ଏ ଜନସମାଜ

ଯୁଗେ ଯୁଗେ ଉଦ୍ ବୁଦ୍ଧ ହୋଇ ଆସିଛି।

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy