ସାରସ୍ୱତ ବନ୍ଧନ
ନିଆରା ବନ୍ଧନ..
ବିନା ପରିଚୟ..
ସାହିତ୍ୟ ବଳୟ !!
ନିଆରା ବନ୍ଧନ..
ବିନା ପରିଚୟ..
ସାହିତ୍ୟ ବଳୟ !!
ବିନା ସାକ୍ଷାତ..
ବିଶ୍ୱ ବିଖ୍ୟାତ
ଅଜଣା ସମ୍ପର୍କ..
ସୁଗନ୍ଧ ମହକ !!
ପ୍ରଭୁ ଙ୍କ କୁହୁକ..
ପ୍ରୀତି ର ପୁଲକ
ଜୀବନ ପ୍ରଦୀପ..
ନୋହୁ ନିର୍ବାପିତ !!
ପବିତ୍ର ସମ୍ପର୍କ
ଏକ କୁ ଆରେକ..
ଶାଶ୍ୱତ ପ୍ରେମିକ..
ଶକ୍ତି ଅଲୌକିକ !!
ସାହିତ୍ୟ ସାଧନା..
ସଭିଙ୍କୁ ପ୍ରେରଣା..
ମଙ୍ଗଳ କାମନା..
ଈଶ୍ୱର ପ୍ରାଥନା !!
ପବିତ୍ର ବନ୍ଧନ..
କାବ୍ୟ ରେ ଇନ୍ଧନ
ସାହିତ୍ୟ ସନ୍ଧାନ..
ସମ୍ପର୍କ ମହାନ !!
ନିର୍ମଳ ନାୟକ
151, ନାଗାର୍ଜୁନ
କଲୋନୀ
ନାରା ରୋଡ,
ଜରିପଟକା
ନାଗପୁର,
ମହାରାଷ୍ଟ୍ର
440014
151, ନାଗାର୍ଜୁନ
କଲୋନୀ
ନାରା ରୋଡ,
ଜରିପଟକା
ନାଗପୁର,
ମହାରାଷ୍ଟ୍ର
440014
No comments:
Post a Comment