✍ନିର୍ମଳ ନାୟକ (କବିତା)
ସ୍ୱୟ° ମାନବୀୟ ପ୍ରକୃତି ରେ...
ବନ୍ଧା ଏ ମଣିଷ...
ଅଭ୍ୟାସ ଦ୍ଵିତୀୟ ପ୍ରକୃତି ବି...
କହୁଥିଲେ କିଷ ?
ଅଭ୍ୟସ୍ତ ହେବା ଉତ୍ତମ ଲକ୍ଷଣ..
ଶୃଙ୍ଖଲିତ ର ଚି଼ହ୍ନ..
ହଁ ଭଲ ସହ ଭେଲ ର ମିଶ୍ରଣ ..
ଅବନତି ର ଚି଼ହ୍ନ !!
କୁ ପ୍ରକୃତିର ବସବର୍ତ୍ତୀ ମାନବ
ପାଏ ନାହିଁ ଠାବ..
ସାରା ସଂସାର ମଧ୍ୟରେ ଅପଯଶ
ପାଏ ପରାଭଵ !!
ଉତ୍ତମ ମାନବିକତା ସମ୍ପର୍ଣ ନର..
କୁ ପ୍ରକୃତି ଜେଜୀ..
ସତ୍ ମାର୍ଗରେ ପରିଚାଳନ ର..
ହୁଏ କର୍ମ ତତ୍ପର !!
ଏମିତି କେତେକ ଦୁନିଆରେ...
କର୍ମ ଦ୍ୱାହି ଦେଇ..
କୁ-ପ୍ରକୃତି କୁ ସାଥି ରେ ବହି..
ଚଳନ୍ତି ଭାରବହି !!
ବଞ୍ଚିତ ସେହି ଉର୍ନତି ର ପଥ...
ଦୁଃଖ ରେ ଟାଣି..
ସଂସାରେ ଅନାଟନ ସାଥ...
ଅଭାବ ଟି ପୁଣି !!
ମୋତେ ଯେତେ ମାଠିବୁ ମାଠ..
ଢଗ ଢମାଳି ରେ..
ମୁଁ ସେହି ଦରପୋଡା କାଠ..
ପ୍ରକୃତି ଶୃଙ୍ଖଳାରେ !!
151, ନାଗାର୍ଜୁନ କଲୋନୀ
ନାରା ରୋଡ, ଜରିପଟକା
ନାଗପୁର, ମହାରାଷ୍ଟ୍ର
440014
ନାରା ରୋଡ, ଜରିପଟକା
ନାଗପୁର, ମହାରାଷ୍ଟ୍ର
440014
No comments:
Post a Comment