✍ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର
ମୁଁ ଯଦି ତୁମର ଆତଙ୍କ ଭାବୁଛ
ତେବେ ମୁଁ ଖୁବ୍ ଆନନ୍ଦିତ
କାରଣ__
ତମ ବିନା ସାନ୍ନିଧ୍ୟରେ ତମଠୁ
ଅନେକ ପାଇଛି ବୋଲି ମୁଁ ଗର୍ବିତ
ତମ ମୋ ସମ୍ପର୍କତ ଜାଣିଛ
ତଥାପି ତମ ବାରବର୍ ପ୍ରତ୍ୟାଖାନ
ରେ ମୁଁ କ୍ଷତାକ୍ତ ---
ଧାଇଁଛି ଅକଳ୍ପନୀୟ ଆଶାରେ ?
ବାରମ୍ବାର ବିଫଳ ହୋଇଛି --
ଖୋଜିଛି ,ବୁଝିଛି ତମ ଅସହାୟତା
ତମେ କେମିତି ବଞ୍ଚୁଛ
ମୋର କଣ ଯାଏ ଯେ --!
ମୋ ଅଧିକାର ମୋତେ ଲୋଡା
ମୁଁ ନେବି ନିଶ୍ଚିତ ନେବି ----
କଳେବଳେ, କୌଶଳେ ନେବି
ଦରକାର ହେଲେ ହରଣ କରିବି
ତମ ଜ୍ଞାନ ଦୀପ୍ତ ଭଣ୍ଡାରରୁ ----!
ଅଜସ୍ର ଆଶ୍ଵାସନା,ସମ୍ଭାବନା
ଆଲୋକ,ପ୍ରକାଶ,ଓ ସ୍ଥିତପ୍ରଜ୍ଞାତା
ବୁଧିଦିପ୍ତ ହେବି ମୁହିଁ
ତମ ପ୍ରଜ୍ଞା ବଳେ ------ !!
ତମ ବିନା ସାନିଧ୍ୟରେ
ବିଜୟ ଲଭିବି ଜଗତ ଜିତିବି --
ବିଳମ୍ବରେ ହେଲେବି ତମ ଯଶ -
କୀର୍ତ୍ତିର ସୁନାମ ରଖିବି ---
ଏହି ମୋର ଦୃଢ଼ ପ୍ରତିଶ୍ରୁତି
ତମ ପାଇଁ ଧ୍ରୁବ ପ୍ରତିଶ୍ରୁତି ---!!
---- ସଭାପତି --
"ଘୁମୁସର ର ସ୍ୱର"
ବା ଲି ପ ଦ ର (ଗଞ୍ଜାମ)
ଓଡ଼ିଶା -୭୬୧୧୧୭
ବା ଲି ପ ଦ ର (ଗଞ୍ଜାମ)
ଓଡ଼ିଶା -୭୬୧୧୧୭
No comments:
Post a Comment