ହେ ରାଧା ମାଧବ..
ଖୋଜୁଥିଲି ତୁମକୁ...
ମଥୁରା ର କାରା ଗୃହରେ...
ନନ୍ଦ ଯଶୋମତି କୋଳରେ !!
ହେ ବଂଶୀଧର..
ତୁମକୁ ମୁଁ ଖୋଜୁଥିଲି..
ଗୋପର ଗୋଶାଳା ରେ..
ଯମୁନା ର ନଦୀକୁଳରେ !!
ହେ ଗୋବିନ୍ଦ..
ତୁମକୁ ମୁଁ ଖୋଜୁଥିଲି..
ବାଳସଖା ସୁଦାମ ସାଥିରେ..
ଗୋପାଙ୍ଗନା ସହ କଦମ୍ବବନରେ !!
ହେ ମୁରାରୀ
ତୁମକୁ ମୁଁ ଖୋଜୁଥିଲି..
ଗୋପପୁର ଗୋ ଚାରଣ ଭୂମିରେ..
ସାଥି ସହ ଗୋପ ଦାଣ୍ଡରେ !!
ହେ ନନ୍ଦ ଲାଲ...
ତୁମକୁ ମୁଁ ଖୋଜୁଥିଲି..
ଅକ୍ରୁର ରଥରେ..
ମଥୁରା ରଙ୍ଗ ଶାଳାରେ !!
ହେ କାଁହୁ..
ତୁମକୁ ମୁଁ ଖୋଜୁଥିଲି..
କଂସ ରାଜ ସଭାରେ..
ପ୍ରଭାସ ଯଜ୍ଞ ରେ.. !!
ହେ ଦେବକୀନନ୍ଦନ..
ତୁମକୁ ମୁଁ ଖୋଜୁଥିଲି...
ସଖା ଅର୍ଜୁନ ସାଥିରେ..
ଗାଣ୍ଡିବି ର ନନ୍ଦିଘୋଷ ରେ !!
ହେ ଦ୍ୱାରିକାଧିଶ...
ତୁମକୁ ମୁଁ ଖୋଜୁଥିଲି..
କୁରୁ ରାଜ ସଭାରେ...
ଧର୍ମକ୍ଷେତ୍ର କୁରୁକ୍ଷେତ୍ରରେ !!
ହେ ଦୁଃଖ ଭଞ୍ଜନ..
ହେ କରୁଣା ନିଦାନ..
ଦରଶନ ଦିଅ ବାରେ..
ମନୋରଥ ପୂର୍ଣ୍ଣ କର ଥରେ !!
ଖୋଜୁଛି ମୁଁ ଅହଃ ନିଶି..
ହେ ଛନ୍ଦା ପୟର, ଗିରିଧାରୀ..
ହେ କ୍ରିଷ୍ଣ ମୁରାରୀ ଚକ୍ରଧାରୀ..
ହେ କୃପାସିନ୍ଧୁ କୃପା କା ରୀ !!
ହେ ବିଶ୍ୱନିୟନ୍ତା ବିଶ୍ୱନାଥ..
ଦିଅ ପ୍ରଭୁ ସତବୁଦ୍ଧି ମୋତେ..
ଭବସାଗର ରୁ ପାରି ତୁରିତେ..
ମୋ କର୍ମ ସରଳ ପ୍ରଭୂ ତୋ ହାତେ !!
ଖୋଜି ଖୋଜି ଥକିଯାଏ ନାଥ..
ଦରଶନ ଦିଅ କାଳିଆ ସାଆନ୍ତ..
ଦୁଃଖୀ ଶିରେ ରଖ ବାରେ ହାତ
ତୁମ ପାଦପଦ୍ମେ କରେ ପ୍ରଣିପାତ !!
ଖୋଜୁଥିଲି ତୁମକୁ...
ମଥୁରା ର କାରା ଗୃହରେ...
ନନ୍ଦ ଯଶୋମତି କୋଳରେ !!
ହେ ବଂଶୀଧର..
ତୁମକୁ ମୁଁ ଖୋଜୁଥିଲି..
ଗୋପର ଗୋଶାଳା ରେ..
ଯମୁନା ର ନଦୀକୁଳରେ !!
ହେ ଗୋବିନ୍ଦ..
ତୁମକୁ ମୁଁ ଖୋଜୁଥିଲି..
ବାଳସଖା ସୁଦାମ ସାଥିରେ..
ଗୋପାଙ୍ଗନା ସହ କଦମ୍ବବନରେ !!
ହେ ମୁରାରୀ
ତୁମକୁ ମୁଁ ଖୋଜୁଥିଲି..
ଗୋପପୁର ଗୋ ଚାରଣ ଭୂମିରେ..
ସାଥି ସହ ଗୋପ ଦାଣ୍ଡରେ !!
ହେ ନନ୍ଦ ଲାଲ...
ତୁମକୁ ମୁଁ ଖୋଜୁଥିଲି..
ଅକ୍ରୁର ରଥରେ..
ମଥୁରା ରଙ୍ଗ ଶାଳାରେ !!
ହେ କାଁହୁ..
ତୁମକୁ ମୁଁ ଖୋଜୁଥିଲି..
କଂସ ରାଜ ସଭାରେ..
ପ୍ରଭାସ ଯଜ୍ଞ ରେ.. !!
ହେ ଦେବକୀନନ୍ଦନ..
ତୁମକୁ ମୁଁ ଖୋଜୁଥିଲି...
ସଖା ଅର୍ଜୁନ ସାଥିରେ..
ଗାଣ୍ଡିବି ର ନନ୍ଦିଘୋଷ ରେ !!
ହେ ଦ୍ୱାରିକାଧିଶ...
ତୁମକୁ ମୁଁ ଖୋଜୁଥିଲି..
କୁରୁ ରାଜ ସଭାରେ...
ଧର୍ମକ୍ଷେତ୍ର କୁରୁକ୍ଷେତ୍ରରେ !!
ହେ ଦୁଃଖ ଭଞ୍ଜନ..
ହେ କରୁଣା ନିଦାନ..
ଦରଶନ ଦିଅ ବାରେ..
ମନୋରଥ ପୂର୍ଣ୍ଣ କର ଥରେ !!
ଖୋଜୁଛି ମୁଁ ଅହଃ ନିଶି..
ହେ ଛନ୍ଦା ପୟର, ଗିରିଧାରୀ..
ହେ କ୍ରିଷ୍ଣ ମୁରାରୀ ଚକ୍ରଧାରୀ..
ହେ କୃପାସିନ୍ଧୁ କୃପା କା ରୀ !!
ହେ ବିଶ୍ୱନିୟନ୍ତା ବିଶ୍ୱନାଥ..
ଦିଅ ପ୍ରଭୁ ସତବୁଦ୍ଧି ମୋତେ..
ଭବସାଗର ରୁ ପାରି ତୁରିତେ..
ମୋ କର୍ମ ସରଳ ପ୍ରଭୂ ତୋ ହାତେ !!
ଖୋଜି ଖୋଜି ଥକିଯାଏ ନାଥ..
ଦରଶନ ଦିଅ କାଳିଆ ସାଆନ୍ତ..
ଦୁଃଖୀ ଶିରେ ରଖ ବାରେ ହାତ
ତୁମ ପାଦପଦ୍ମେ କରେ ପ୍ରଣିପାତ !!
ନିର୍ମଳ ନାୟକ
151, ନାଗାର୍ଜୁନ କଲୋନୀ
ନାରା ରୋଡ, ଜରିପଟକା
ନାଗପୁର, ମହାରାଷ୍ଟ୍ର
440014
ନାରା ରୋଡ, ଜରିପଟକା
ନାଗପୁର, ମହାରାଷ୍ଟ୍ର
440014
କରି କରାଇ ଥାଇ ସେହି
ReplyDeleteତା ବିନୁ ଅନ୍ୟ ଗତି ନାହିଁ।