ଶାରଦୀୟବେଳେ
ଆସ ମା' ଅବତରି ।
ଭକ୍ତକୁ ତୁମର
କୃପା କରିଦିଅ
ଆଶୀଷ ଦିଅ ବିତରି ।
ଶରତଋତୁର
ଶାରଦୀୟ ପୂଜା
ଆହା କି ସୁନ୍ଦର ଅଟେ।
ପାର୍ବଣ ସମୟେ
ଦେବୀ ମାଆଙ୍କର
ଆବିର୍ଭାବ ଏଠି ଘଟେ।
•••••••••••••••••••••••••••••
No comments:
Post a Comment