✍️ନିରଞ୍ଜନ ମହାରଣା
ଅଜ୍ଞାନ ଅନ୍ଧାର
ଦୂର ସେ କରନ୍ତି
ବତୀଟିଏ ନିଜେ ହୋଇ
ସର୍ବଦା ତତ୍ପର
ଜ୍ଞାନ ବାଣ୍ଟିବାରେ
ଜଗତ କଲ୍ୟାଣ ପାଇଁ II
ଜଙ୍ଗଲି କାଠରୁ
ଚନ୍ଦନ ର ବାସ
ମଳୟ ପବନ ଭରେ
ଉଷୁନା ଧାନ କୁ
ଗଜା କରିପାରେ
ଗୁରୁଙ୍କର ମହିମା ରେ II
ସତ୍ୟ ନିଷ୍ଠା ଧର୍ମ
ପ୍ରେରଣା ତାଙ୍କର
ଅହିଂସା ର ସେ ପୂଜାରୀ
ହୃଦୟ ନିର୍ମଳ
ଶିଷ୍ୟ ବତ୍ସଳ ସେ
ଘେନନ୍ତୁ ମୋ ଗୁହାରୀ II
ସାକ୍ଷ୍ୟାତ ଇଶ୍ୱର
ଚଳନ୍ତି ଠାକୁର
ଗୁରୁ ଦେବ ତୁମେ ମୋର
ତୁମ ଲାଗି ସିନା
ସର୍ବ କାର୍ଯ୍ୟ ସିଦ୍ଧି
ଆଶୀର୍ବାଦ ସଦା କର II
ସୃଷ୍ଟିର ନିର୍ମାଣ
ତୁମରି ହାତରେ
ଭସ୍ମ ନୁହେଁ ବେଶୀ ଦୂର
ତୁମେ ବ୍ରହ୍ମା ବିଷ୍ଣୁ
ମହେଶ୍ୱର ଅଟ
ଦୋଷI ଦୋଷ କ୍ଷମା କର II
🙏🙏🙏🙏🙏🙏🙏🙏
............................................
ସହକାରୀ ଶିକ୍ଷକ
ସରକାରୀ ଉଚ୍ଚ ବିଦ୍ୟାଳୟ
ପେଡାକୋଣ୍ଡା
ମାଲକାନଗିରି
ଅଜ୍ଞାନ ଅନ୍ଧାର
ଦୂର ସେ କରନ୍ତି
ବତୀଟିଏ ନିଜେ ହୋଇ
ସର୍ବଦା ତତ୍ପର
ଜ୍ଞାନ ବାଣ୍ଟିବାରେ
ଜଗତ କଲ୍ୟାଣ ପାଇଁ II
ଜଙ୍ଗଲି କାଠରୁ
ଚନ୍ଦନ ର ବାସ
ମଳୟ ପବନ ଭରେ
ଉଷୁନା ଧାନ କୁ
ଗଜା କରିପାରେ
ଗୁରୁଙ୍କର ମହିମା ରେ II
ସତ୍ୟ ନିଷ୍ଠା ଧର୍ମ
ପ୍ରେରଣା ତାଙ୍କର
ଅହିଂସା ର ସେ ପୂଜାରୀ
ହୃଦୟ ନିର୍ମଳ
ଶିଷ୍ୟ ବତ୍ସଳ ସେ
ଘେନନ୍ତୁ ମୋ ଗୁହାରୀ II
ସାକ୍ଷ୍ୟାତ ଇଶ୍ୱର
ଚଳନ୍ତି ଠାକୁର
ଗୁରୁ ଦେବ ତୁମେ ମୋର
ତୁମ ଲାଗି ସିନା
ସର୍ବ କାର୍ଯ୍ୟ ସିଦ୍ଧି
ଆଶୀର୍ବାଦ ସଦା କର II
ସୃଷ୍ଟିର ନିର୍ମାଣ
ତୁମରି ହାତରେ
ଭସ୍ମ ନୁହେଁ ବେଶୀ ଦୂର
ତୁମେ ବ୍ରହ୍ମା ବିଷ୍ଣୁ
ମହେଶ୍ୱର ଅଟ
ଦୋଷI ଦୋଷ କ୍ଷମା କର II
🙏🙏🙏🙏🙏🙏🙏🙏
............................................
ସହକାରୀ ଶିକ୍ଷକ
ସରକାରୀ ଉଚ୍ଚ ବିଦ୍ୟାଳୟ
ପେଡାକୋଣ୍ଡା
ମାଲକାନଗିରି
No comments:
Post a Comment