Madhuchanda ( मधुछंदा )
Wednesday, September 9, 2020
🙏ମାଆ ଓ ମମତା🙏
ହାତରନ୍ଧା ଯାର
ଅମୃତରେ ଭରା
ପଣତକାନି ର
ସୁରକ୍ଷା ନିଆରା I
ହେଲେ ଆଜି
ମୁଁ...........
ଯେତେ ଖାଇଲେ
ପେଟ ତ ପୁରୁନି
ସଭିଏଁ ଥିଲେବି
ଭରସା ପାଉନି II
କାହିଁକି....???
ଆଜି ମୁଁ ମୋ
ମାଆ କୁ ପାଉନି...... 😞😞😞
🙏🙏🙏🙏🙏🙏🙏
............................................
ନିରଞ୍ଜନ ମହାରଣା
ସହକାରୀ ଶିକ୍ଷକ
ସରକାରୀ ଉଚ୍ଚ ବିଦ୍ୟାଳୟ
ପେଡାକୋଣ୍ଡା
ମାଲକାନଗିରି
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
Disclaimer
For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy
No comments:
Post a Comment