Monday, August 3, 2020

ରାକ୍ଷୀ


ଦୁଇଟି ଶବ୍ଦ ରାକ୍ଷୀ

ତା ଦେଇ ଯେଉଁ
ଅମୋଘ ସଂପର୍କ
କେ କଳି ପାରିବ କି ?
ଭାଇ ଭଉଣୀର
ସ୍ନେହ ବୋଳା ସେଇ
ପ୍ରେମର ବନ୍ଧନ ଧାଗାଟି
ଦୁନିଆରେ ମିଠା ସଂପର୍କର
ଏକ ସୁନ୍ଦର ପରିପାଟୀ
ଦୁଇଟି ଶବ୍ଦ ରାକ୍ଷୀ ାା


ତ୍ରିନାଥ ବେହେରା, 
ବଡକୋଦଣ୍ଡା,ଭଞ୍ଜନଗର,
ଗଞ୍ଜାମ- ୭୬୧୧୩୧

1 comment:

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy