💝
ଆଜି କାହିଁ ତମେ ବେଶି ମନେ ପଡୁଛ
ଖୋଜିଲେ ତମକୁ କିଆଁ ତମେ ଆସୁଛ
ବସୁଥିଲେ ନିରଳାରେ
ଗପୁଥିଲେ କଥା କେତେ
କୋଳରେ ରଖି ମୋ ମଥା
କରୁଥିଲ ଗେଲ ତୁମେ
ଖୋଜୁଛି ତମକୁ ତମେ କେଉଁଠି ଅଛ
ଆଜି କାହିଁ ତମେ ବେଶି ମନେ ପଡୁଛ
ଖୋଜିଲେ ତମକୁ କିଆଁ ତମେ ଆସୁଛ
ଲୁଚି ଲୁଚି ଆସୁଥିଲ
ଆଖି ମୋର ବୁଜୁଥିଲ
ଏବେ ସେ ଆଖିରେ ଲୁହ
ବହୁଛି ଅନେକ ଦେଖ
ସେ ଲୁହରେ ତମେ ମତେ ଦିଶିଯାଉଛ
ଆଜି କାହିଁ ତମେ ବେଶି ମନେ ପଡୁଛ
ଖୋଜିଲେ ତମକୁ କିଆଁ ତମେ ଆସୁଛ
ଡେରୀ ହେଲେ ଆସିବା ମୋ
ମୋଡ଼ି ଦିଅ କାନକୁ ମୋ
କଥା ହେବନି ମୋ ସଙ୍ଗେ
ତମେ ଏମିତିକା କୁହ
ମତେ ଏବେ ଏକା ଛାଡି ଚାଲି ଯାଇଛ
ଆଜି କାହିଁ ତମେ ବେଶି ମନେ ପଡୁଛ
ଖୋଜିଲେ ତମକୁ କିଆଁ ତମେ ଆସୁଛ
. ସମାପ୍ତ
____●◆●____
✍ ଅମରନାଥ ବାରିକ୍
💌 ଯାଜପୁର,ମଙ୍ଗଳପୁର,କୟାଁ
ଆଜି କାହିଁ ତମେ ବେଶି ମନେ ପଡୁଛ
ଖୋଜିଲେ ତମକୁ କିଆଁ ତମେ ଆସୁଛ
ବସୁଥିଲେ ନିରଳାରେ
ଗପୁଥିଲେ କଥା କେତେ
କୋଳରେ ରଖି ମୋ ମଥା
କରୁଥିଲ ଗେଲ ତୁମେ
ଖୋଜୁଛି ତମକୁ ତମେ କେଉଁଠି ଅଛ
ଆଜି କାହିଁ ତମେ ବେଶି ମନେ ପଡୁଛ
ଖୋଜିଲେ ତମକୁ କିଆଁ ତମେ ଆସୁଛ
ଲୁଚି ଲୁଚି ଆସୁଥିଲ
ଆଖି ମୋର ବୁଜୁଥିଲ
ଏବେ ସେ ଆଖିରେ ଲୁହ
ବହୁଛି ଅନେକ ଦେଖ
ସେ ଲୁହରେ ତମେ ମତେ ଦିଶିଯାଉଛ
ଆଜି କାହିଁ ତମେ ବେଶି ମନେ ପଡୁଛ
ଖୋଜିଲେ ତମକୁ କିଆଁ ତମେ ଆସୁଛ
ଡେରୀ ହେଲେ ଆସିବା ମୋ
ମୋଡ଼ି ଦିଅ କାନକୁ ମୋ
କଥା ହେବନି ମୋ ସଙ୍ଗେ
ତମେ ଏମିତିକା କୁହ
ମତେ ଏବେ ଏକା ଛାଡି ଚାଲି ଯାଇଛ
ଆଜି କାହିଁ ତମେ ବେଶି ମନେ ପଡୁଛ
ଖୋଜିଲେ ତମକୁ କିଆଁ ତମେ ଆସୁଛ
. ସମାପ୍ତ
____●◆●____
✍ ଅମରନାଥ ବାରିକ୍
💌 ଯାଜପୁର,ମଙ୍ଗଳପୁର,କୟାଁ
No comments:
Post a Comment