ହେ ଗଜକର୍ଣ୍ଣାୟ
ହେ ବିଶ୍ବମୁଖାୟ
ଚରଣ କମଳତବ ବନ୍ଦେ,,,,
ଶ୍ରୀ ଗଣେଶ୍ବରାୟ
ଶ୍ରୀ ଲମ୍ବନାସିକାୟ
ପ୍ରଣତି ଚରଣା ର ବିନ୍ଦେ,,,
ଭାଲଚନ୍ଦ୍ରାୟ
ଚତୁର୍ଭୂଜାୟ
ପ୍ରଭୁ. ଉମାପତି. ନନ୍ଦନ,,
ଶ୍ୟାମ ଦର୍ଶନାୟ
ପୀନସ୍କନ୍ଧାାୟ
ଭବଭୟ ସଂକଚ ମୋଚନ
ସତ୍ୟ ସଂକଳ୍ପାୟ
ଲଡୁକ ପ୍ରିୟାୟ
ଶୁଦ୍ଧ ସୁବର୍ଣ୍ଣ ଦେବରୂପୀ,,
କାରୁଣ୍ୟଦେହାୟ
ଭକ୍ତି ସୁଲଭାୟ
ବିରାଜିତ କନ୍ଦର୍ପ ସ୍ବରୂପୀ,,,
ସୌଭାଗ୍ୟବର୍ଦ୍ଧନାୟ
ଶୋକ ବିନାଶାୟ
ସ୍ବୟଂ ସିଦ୍ଧ ବିନାୟକ,,,
ଯାଜକ. ପ୍ରିୟାୟ
କର୍ମ ଫଳପ୍ରଦାନାୟ
ସିଦ୍ଧିଦାତା ଅଜ୍ଞାନ ନାଶକ,,,,
ଶ୍ରୀ କମ୍ବୁକଣ୍ଠାୟ
ଜୟ କିର୍ତୀଦାୟ
ଜୟ ହେ ଗିରିଜା ନନ୍ଦନ,,,
ବଜ୍ରନିବାରାଣାୟ
ବ୍ରହ୍ମ ପରାୟ
ତବ ଶ୍ରୀପୟରେ ଶତ ବନ୍ଦନ,,,
ଜଗନ୍ନାଥ ପ୍ରସାଦ
ଗଂଜାମ
No comments:
Post a Comment