✍🏻 ଦେବାର୍ଚ୍ଚନ ମେହେର
ଚାଲୁ ଅଛି ମୁଁ ଚାଲୁ ଥିବି ମୋ ଦେଶ ସେବାରେ,
ଆସୁ ଯେତେ ଝଡ଼, ତୋଫାନ ମୋ ଆଗରେ ।
ଡରିବି ନାହିଁ କି ହାରିବି ନାହିଁ ଜୀବ ଥିବା ଯାଏଁ,
ଶତ୍ରୁ ସଂହାର କରୁଥିବିି ଶେଷ ରକ୍ତ ବିନ୍ଦୁ ଥିବା ଯାଏଁ ।
ସିଖ୍, ଖ୍ରୀଷ୍ଟିଆନ୍, ହିନ୍ଦୁ, ମୁସଲମାନ ସମସ୍ତେ ମୋର ନିଜର,
ଏଠି କେହି ନୁହେଁ ମୋର ପର ।
ଏଇ ଦେଶ ପାଇଁ ଦେଇ ଗଲେ କେତେ ବୀର ଜୀବନ,
ତାଙ୍କ କର୍ମ ଆଜି ସ୍ମୁତି ହୋଇ ରହିଛି ମହାନ୍ ।
ନିଜ ଜୀବନକୁ ବାଜି ଲଗେଇ ଦେଶ ରକ୍ଷା କଲେ,
ଶତ୍ରୁର ଗୋଲି ଖାଇ ଶେଷରେ ନିଜେ ସହିଦ୍ ହେଲେ ।
ବର୍ଡରେ ସହିଦ୍ ହେବାର କଥା ଶୁଣି ମାଆ ବାପା ର ବୁକୁ ଫଟା କ୍ରନ୍ଦନ,
ସ୍ତ୍ରୀର ଧର୍ଯ୍ୟ ହରା ଚିତ୍କାର, ପୁଅ ଝିଅଙ୍କ ଅସହ୍ୟ ମନ ।
ସହିଦ୍ ହେବା ପାଇଁ ଡ଼ର ନାହିଁ ମୋର ଭାଇ,
ପ୍ରାଣ ଦେଇ ଟେକ ରଖିବି ଏଇ ମୋ ଜନ୍ମ ଭୂଇଁ ।
ଜନ୍ମ ଭୂମି ମୋ ଭାରତ,
ଏଇ ମୋ ଜନ୍ମଭୂମି ଭାରତ ।

No comments:
Post a Comment