Madhuchanda ( मधुछंदा )
Wednesday, August 19, 2020
କର୍ଣ୍ଣ
ଏକ ସ୍ୱାଭିମାନ,
ଗର୍ବ ଗୌରବ,
ଗରିମା ମୟ ଅଧ୍ୟାୟର
ପ୍ରତୀକ ll
ମାନ , ଅପମାନ, ଲାଂଛ ନାକୁ
ଛାତିରେ ଜାବୁଡି
ଅହରହ ଦୁଃଖ କୁ
ଢୋକେ ଢୋକେ
ପିଉଥିବାର ମଣିଷ
କର୍ଣ୍ଣ........
ପରିଚୟର ଖୋଳପା ଭିତରେ
ହୃଦୟ ବିଦାରକ
କରୁଣ ଚିତ୍କାର
ହାଃ ହତସର ବୈତରଣୀ
ପାର ହେବା ପାଇଁ
ଅହରହ ପ୍ରୟାସ ll
ଟିକିଏ ପରିଚୟ
ଉନ୍ମୋଚନ ପାଇଁ
ରଚିବବାକୁ
ଯୁଗ ଯୁଗର i
ଇତିହlସ...
ନେତାଜୀ ବିଷୋୟୀ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
Disclaimer
For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy
No comments:
Post a Comment