ହେ ଦୁଃଖ ଭଞ୍ଜନ..
ପାର୍ବତୀ ନନ୍ଦନ
ଶୁଣ ହେ ମୋ ମିନତି..
ପ୍ରଭୁ ଘେନ ହେ...
ମୋ ଆରତୀ !!
ବିଦ୍ୟା ସାଗର ହେ..
ନିତ୍ୟ ସୁନ୍ଦର..
ନିଅ ହେ ମୋ ପ୍ରଣତି..
ପ୍ରଭୁ.. ଲମ୍ବୋଦର..
ମଙ୍ଗଳ ମୂରତି !!
ବିଘ୍ନ ନାଶନ ହେ..
ହେ ଗଜାନନ..
ଏକ ଦନ୍ତ,
ସୁତ ପଶୁପତି..
କରୁଅଛି ମୁଁ ପ୍ରଣତି !!
ହେ ଦୁଃଖ ନାଶନ
ମୂଷିକ ବାହାନ..
ବିଘ୍ନ ନାଶନ
ରିଦ୍ଧି ସିଦ୍ଧି ସ୍ୱାମୀ..
ସ୍ବୀକାରେ ମୋ ବିନତି !!
ହେ ରିଷ୍ଟ ଖଣ୍ଡନ..
ଗଜ ମୁଖ ମଣ୍ଡନ..
ଦାତା ଦିବ୍ୟ ଜ୍ଞାନ..
ହେ ଗଣପତି...
ଦିଅ ହେ ପୂଜା ଶକତି !!
ନିର୍ମଳ ନାୟକ
ନାଗପୁର
ପାର୍ବତୀ ନନ୍ଦନ
ଶୁଣ ହେ ମୋ ମିନତି..
ପ୍ରଭୁ ଘେନ ହେ...
ମୋ ଆରତୀ !!
ବିଦ୍ୟା ସାଗର ହେ..
ନିତ୍ୟ ସୁନ୍ଦର..
ନିଅ ହେ ମୋ ପ୍ରଣତି..
ପ୍ରଭୁ.. ଲମ୍ବୋଦର..
ମଙ୍ଗଳ ମୂରତି !!
ବିଘ୍ନ ନାଶନ ହେ..
ହେ ଗଜାନନ..
ଏକ ଦନ୍ତ,
ସୁତ ପଶୁପତି..
କରୁଅଛି ମୁଁ ପ୍ରଣତି !!
ହେ ଦୁଃଖ ନାଶନ
ମୂଷିକ ବାହାନ..
ବିଘ୍ନ ନାଶନ
ରିଦ୍ଧି ସିଦ୍ଧି ସ୍ୱାମୀ..
ସ୍ବୀକାରେ ମୋ ବିନତି !!
ହେ ରିଷ୍ଟ ଖଣ୍ଡନ..
ଗଜ ମୁଖ ମଣ୍ଡନ..
ଦାତା ଦିବ୍ୟ ଜ୍ଞାନ..
ହେ ଗଣପତି...
ଦିଅ ହେ ପୂଜା ଶକତି !!
ନିର୍ମଳ ନାୟକ
ନାଗପୁର
No comments:
Post a Comment