Wednesday, August 12, 2020

🌷ଆହେଘନ ଶ୍ୟାମ🌷

ଶକ୍ତିଦା ବିଷୋୟୀ

ଆହେ ଘନଶ୍ୟାମ ରାଧା ପ୍ରାଣ ଧନ
ଗୋବିନ୍ଦ ମୂରାରୀ ହରି
ଗୋପିମନ ହାରି ଦିଅ ମୋତେ ତାରି............୨ଥର
ଭଜୁଥିବି ରାଧା ଶ୍ୟାମ..୨

ବକା ଅଘା ମାରି ପୁତନା ସଂହାରି ଟେକି ଦେଲ ଗୋବର୍ଦ୍ଧନ
ଯୋଶଦାଙ୍କ ଧନ ନନ୍ଦଙ୍କ ନନ୍ଦନ
ଇନ୍ଦ୍ରଙ୍କ ଗର୍ବ ଗଞ୍ଜିଲ
ଯୋଶଦାଙ୍କୁ ବିଶ୍ଵ ରୂପ ଦେଖାଇଲ..................୨ଥର
ଦିଅ ସେହି ଦରର୍ଶନ
ଭଜୁଥିବି ରାଧା ଶ୍ୟାମ .୨ଥର

କାଳିନ୍ଦୀ ହ୍ରଦ ରେ କାଳିୟ ଦଳିଲ
ଜଳକୁ କଲ ପବିତ୍ର
ପାପ ତାପ କାଟି କର ପରିତ୍ରାଣ
କୃପା କର ନାରାୟଣ
ବଂଶୀସ୍ବନେ ବାଇ ମନମୋ ଝଙ୍କୃତ.................୨ଥର
ପୁଲକଇ ବଂଶୀ ସ୍ବନ
ଭଜୁଥିବି ରାଧା ଶ୍ୟାମ..୨ଥର

ସୋରଡ଼ା,ଗଞ୍ଜାମ୍

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy