ହେ କୃଷ୍ଣ ତୁମେ ଧରାଧାମକୁ ହେ ଆସ ।
ଅବତାର ନେଇ ତୁମେ ଦୃଷ୍ଟକୁ ବିନାଶ ।
ଦ୍ଵାପର ଯୁଗରେ ତୁମେ ଜନ୍ମ ନେଇଥିଲ ।
ମାମୁଁ କଂସ ବଂଧ କରି ଦୁଷ୍ଟ ନିବାରିଲ ।।
ପୃଥିବୀ ହାହା କାର କରି ଆଜି ତୁମକୁ ଡାକୁଛି।
ହେ କୃଷ୍ଣ ତୁମେ ଧରାଧାମକୁ ହେ ଆସ ।।
ଭକ୍ତ ତୁମ ଏଠି ଆଜି ମହା ଆତଙ୍କେ ଅଛନ୍ତି।
କରୋନା ନାମରେ ଶତ୍ରୁ ବିଶ୍ଵକୁ ଗ୍ରାସିଛି ।।
କରୋନା କବଳରୁ ତୁମେ ହେ ଆଜି ରକ୍ଷା କର ।
ଭକତଙ୍କୁ ତାଙ୍କ ସୁଖ ଶାନ୍ତି ଆଜି ହେ ଫେରାଅ।।
ଅବତାରୀ ପୁରୁଷ ହେ ଅବତାର ନିଅ।
ଅବତାର ନେଇ ତୁମେ ଦୁଷ୍ଟକୁ ବିନାଶ ।।
ହେ କୃଷ୍ଣ ତୁମେ ଆଜି ଜନ୍ମାଷ୍ଟମୀରେ ଜନ୍ମ ନେଇ ଆସ ।
କରୋନା ନାମୀ ଶତ୍ରୁକୁ କରହେ ବିନାଶ ।।
ଶ୍ରୀ ସୁଦାମ ଦଳବରା
ତୁରୁମୁ, ଭଞ୍ଜନଗର, ଗଞ୍ଜାମ
ଅବତାର ନେଇ ତୁମେ ଦୃଷ୍ଟକୁ ବିନାଶ ।
ଦ୍ଵାପର ଯୁଗରେ ତୁମେ ଜନ୍ମ ନେଇଥିଲ ।
ମାମୁଁ କଂସ ବଂଧ କରି ଦୁଷ୍ଟ ନିବାରିଲ ।।
ପୃଥିବୀ ହାହା କାର କରି ଆଜି ତୁମକୁ ଡାକୁଛି।
ହେ କୃଷ୍ଣ ତୁମେ ଧରାଧାମକୁ ହେ ଆସ ।।
ଭକ୍ତ ତୁମ ଏଠି ଆଜି ମହା ଆତଙ୍କେ ଅଛନ୍ତି।
କରୋନା ନାମରେ ଶତ୍ରୁ ବିଶ୍ଵକୁ ଗ୍ରାସିଛି ।।
କରୋନା କବଳରୁ ତୁମେ ହେ ଆଜି ରକ୍ଷା କର ।
ଭକତଙ୍କୁ ତାଙ୍କ ସୁଖ ଶାନ୍ତି ଆଜି ହେ ଫେରାଅ।।
ଅବତାରୀ ପୁରୁଷ ହେ ଅବତାର ନିଅ।
ଅବତାର ନେଇ ତୁମେ ଦୁଷ୍ଟକୁ ବିନାଶ ।।
ହେ କୃଷ୍ଣ ତୁମେ ଆଜି ଜନ୍ମାଷ୍ଟମୀରେ ଜନ୍ମ ନେଇ ଆସ ।
କରୋନା ନାମୀ ଶତ୍ରୁକୁ କରହେ ବିନାଶ ।।
ଶ୍ରୀ ସୁଦାମ ଦଳବରା
ତୁରୁମୁ, ଭଞ୍ଜନଗର, ଗଞ୍ଜାମ

No comments:
Post a Comment