ବନ୍ଦନୀୟା "ମାଆ"
ଗର୍ଭେ ଯଦି କରି ନଥାନ୍ତୁ ଧାରଣ
ମାସ ମାସ ଦଶ ମାସ ସହି କଷଣ !
ଧରାରେ କରି ଅବତରଣ........
ବକ୍ଷ ଚିରି ,ଉଦର ଭରି
ଯତନେ ସେବା ସୁତୁରା କରି !
ପଣନ୍ତ କାନିର ଛାଇ.....
ହୁଏତ, ହୁଏତ!!!!
ଦେଖି ନଥାନ୍ତି????
ଶୁ ସୋଭିତ ବିଶାଳ ଦୁନିଆଁ କୁ,
ପାଇ 'ନ' ଥାନ୍ତି ପ୍ରତିଭା ଗରିମା କୁ !
ଯେତେ ବାଧାବିଘ୍ନ ସହି ଦୁଃଖ କଷ୍ଟ
ମନାସିଛୁ ମୋ ନିରୋଗ ପ୍ରଗତି ପଥ !
ସ୍ନେହ, ମମତା, ବାତ୍ସଲ୍ୟ ଭରି
ଝରି ପଡ଼େ ତୋ ନୟନୁ ବାରି ମୋତି ପରି !
ବ-ବଚନେ ମିଠା ପ୍ରେମ ଦେଇ
ନ୍ଦ-ଦୟାର ସାଗରେ ବୁଡାଇ
ନୀ-ନିଜ ପ୍ରାଣ କୁ ବଳି ଦେଇ
ୟା-ଆରାମ ଟିକେ ଯମା ନ ନେଇ
ଏ-ଏମିତି ଅନେକ ହୃଦୟ ସ୍ନେହ ପ୍ରେମ
ମୋ-ମୋମାଆ ନାହିଁ କେହି ତା'ର ସମ
ମା-ମାଟି ସମ ହୃଦ ସରଳ
ଆ-ଆକାଶ ଠୁ ବଳୀ ବିଶାଳ ।।
ଦୁନିଆଁ ଧରାରେ ନମନିୟା ସେ ମାଆ
ଚରଣ ଯୁଗଳେ ବନ୍ଦନିୟା ସେ ମାଆ ।।
ଶକ୍ତିଦା ବିଷୋୟୀ,
ସୋରଡ଼ା, ଗଞ୍ଜାମ୍
ଓଡିଶା
For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy
ସୋରଡ଼ା, ଗଞ୍ଜାମ୍
ଓଡିଶା
For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy
No comments:
Post a Comment