ଥରେ ଆସିବ କି,,,!!!!
ରୌଦ୍ରର ସନ୍ତୁଳିତ ନିଦାଘ
. ରେ,,,,!!!
ବର୍ଷା ର ରିମ୍ ଝିମ୍ ସାୟରୀ
ରେ,,,,!!!
ଶରତ ର କାଶତଣ୍ଡୀ ସବାରୀ
ରେ,,,,!!!
ଶୀତ ର ପାଲିଙ୍କି ରେ,,,,ଅବା
ଆସଥରେ,,,ବସନ୍ତ ର ମତୁଆଲା
ସାହାନାଇ,,,ରେ,,,!!!
ରଜନୀ ଗନ୍ଧା ର ସ୍ତବକ ରେ,,,,,,
ଶେଫାଳି ର ମହକ ରେ,,,,,
ପବନ ର ହିଲ୍ଲୋଳ ରେ,,,
ଫଗୁଣ ର କଲ୍ଲୋଳ ରେ,,,,,
ବିହଗ ର କାକଳି ରେ,,,,
ବିଦଗ୍ଧ ଚୋରା ଚୈତାଳି ରେ,,,
ଗୋଲାପ ର ସିକ୍ତ ପାଖୁଡା
ରେ,,,,
ମନପବନ ଧଳା ଘୋଡା ରେ,,!!
ସାତ ରଙ୍ଗୀ ରଙ୍ଗ ନେଇ,,,,
ଆସଥରେ କୁହୁକୀ ଜହ୍ନ
ଫୁଆରା ରେ,,,,!!!
ଥରେ. ତ ଆସ,,,,
ହେମାଳିଆ ସ୍ପର୍ଶନେଇ,,,,
ଆତ୍ମା,ମନ,ଚୈତନ୍ୟ,,,,,. ମୋ
ଏକାକାର କରି,,,
ମୋ ଅନନ୍ତ ଅପେକ୍ଷା ର ଅନ୍ତ
କରି,,,,
ଗଭୀର ପ୍ରତ୍ୟାଶା ର
ଅମାପ ସ୍ବସ୍ତି ଭରି,,,,,
ଆସିବ. କି ଥରେ,,,!!!!!।
ରୌଦ୍ରର ସନ୍ତୁଳିତ ନିଦାଘ
. ରେ,,,,!!!
ବର୍ଷା ର ରିମ୍ ଝିମ୍ ସାୟରୀ
ରେ,,,,!!!
ଶରତ ର କାଶତଣ୍ଡୀ ସବାରୀ
ରେ,,,,!!!
ଶୀତ ର ପାଲିଙ୍କି ରେ,,,,ଅବା
ଆସଥରେ,,,ବସନ୍ତ ର ମତୁଆଲା
ସାହାନାଇ,,,ରେ,,,!!!
ରଜନୀ ଗନ୍ଧା ର ସ୍ତବକ ରେ,,,,,,
ଶେଫାଳି ର ମହକ ରେ,,,,,
ପବନ ର ହିଲ୍ଲୋଳ ରେ,,,
ଫଗୁଣ ର କଲ୍ଲୋଳ ରେ,,,,,
ବିହଗ ର କାକଳି ରେ,,,,
ବିଦଗ୍ଧ ଚୋରା ଚୈତାଳି ରେ,,,
ଗୋଲାପ ର ସିକ୍ତ ପାଖୁଡା
ରେ,,,,
ମନପବନ ଧଳା ଘୋଡା ରେ,,!!
ସାତ ରଙ୍ଗୀ ରଙ୍ଗ ନେଇ,,,,
ଆସଥରେ କୁହୁକୀ ଜହ୍ନ
ଫୁଆରା ରେ,,,,!!!
ଥରେ. ତ ଆସ,,,,
ହେମାଳିଆ ସ୍ପର୍ଶନେଇ,,,,
ଆତ୍ମା,ମନ,ଚୈତନ୍ୟ,,,,,. ମୋ
ଏକାକାର କରି,,,
ମୋ ଅନନ୍ତ ଅପେକ୍ଷା ର ଅନ୍ତ
କରି,,,,
ଗଭୀର ପ୍ରତ୍ୟାଶା ର
ଅମାପ ସ୍ବସ୍ତି ଭରି,,,,,
ଆସିବ. କି ଥରେ,,,!!!!!।
ରଂଜିତା ପତି
ଜଗନ୍ନାଥ ପ୍ରସାଦ, ଗଂଜାମ ଓଡିଶା
No comments:
Post a Comment