Sunday, January 10, 2021

ନଗ୍ନତା କେବେ କହିପାରିବାନି ବେଶ ବଡ଼ ଲୋକିର

**********************************
ପ୍ରସଂଗ--ନଗ୍ନତା କେବେ କହିପାରିବାନି ବେଶ 
            ବଡ଼ ଲୋକିର
*********************************
ପୋଷାକ ପିନ୍ଧିବା ଲଜ୍ଜା ଦୂରେଇବା
 ଦରକାର ମଣିଷର
ଇତିହାସର ବିବର୍ତ୍ତନରେ ଏହା ହେଲା
 ଆମ ସଂସ୍କାର

ଅଭ୍ୟାସେ ଆସିଲା ମନରେ ଶଙ୍କୋଚ 
ଜାଣି ରଖ ଭଉଣୀ ଭାଇ
ଧର୍ଷଣ ଏକ ମାନସିକତା, 
ପିନ୍ଧିବା ପୋଷାକ ସହ ସମ୍ପର୍କ ନାହିଁ

ଜମାନା ତ ଥିଲା ମଣିଷ ଚଳୁଥିଲା
ବିନା ପୋଷାକରେ
ବଦଳେ ଜମାନା, ବଦଳିଲା ପୋଷାକ 
ବିଭିନ୍ନ ସଂସ୍କୃତିରେ

ନଗ୍ନତା କେବେ କହିପାରିବାନି କେହି 
ବେଶ ବଡ଼ ଲୋକିର
ପୁରୁଷକୈନ୍ଦ୍ରିକ ଚିନ୍ତାଧାରା ପ୍ରଚାର କରେ
 ଛୋଟ ପୋଷାକ କାରଣ ଧର୍ଷଣର
¥¥¥¥¥¥¥¥¥¥¥¥¥¥¥¥¥¥¥¥¥¥¥¥¥
ଚିତ୍ତ ରଞ୍ଜନ ନନ୍ଦ
ଜଗତପୁର, କଟକ
7609941715
========================

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy