Friday, January 15, 2021

ଫକୀର ମୋହନ ଙ୍କ ଜୟନ୍ତୀ ଉପଲକ୍ଷେ

ପରୀ ମୋ ଜୀବନ ଯାଉଅଛି ବହି
   ହସି କାନ୍ଦି କୁଳୁ କୁଳୁ କଥା କହି କହି 
   କେତେ ରୂପେ ବସି ହୃଦୟ ରେ ତରଙ୍ଗ।।
   ପ୍ରଲଭନ ବିବିଧ ତରଙ୍ଗ ସୁଖ ସାନ୍ତି 
  ପ୍ରେମ ମୋହ ଲାଳସା ନୀତୟ ଘୋନ 
  କୁଞ  ପାଉଛନ୍ତି ଲୟ କାମ କ୍ରଧ ଲୋଭ।।
  ମୋହ କୁମ୍ଭି ପୁଞ ପାଉଛନ୍ତି ।
   ନିଜ ନିଜ ଅଙ୍ଗ ବେଳେ ବେଳେ ଘୃରେ  ଶ୍ରତ ଜଞ୍ଜାଳ 
  ଭୁରୁଳି କେତେ ଦୂର ଯାଏ।।
   ଛାଡି ଯାଉଛନ୍ତି ପୁଣି ଚାଲୁ ଛିମି ମତ ଶ୍ରତ ଜାଣିପାରୁନାହିଁ
   କେଉଁ ଆକର୍ଷଣ ଶକ୍ତି ନେଉ ଅଛି ।।
  ଟାଣି ମିଶି ଯିବ ଦିନେ ଗାଇ ଅନନ୍ତ ।
  ସାଗରରେ ହେମାନବ ତତଚିନ୍ତା 
  ନିଅ ଚିନ୍ତା ଗାନବରେ ।
  ନଦୀ ପରି ମୋ ଜୀବନର ଯାଉଅଛି ବହି
  ହସି କାନ୍ଦି କୁଳୁ କୁଳୁ କଥା କହି।

      ସନ୍ତୋଷ ପରିଡ଼ା
     ଯାଜପୁର ,ପାଣିକୋଇଲି

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy