✍ଏଲିନା ଶତପଥୀ
ମଧୂନଗର ସହର।ସେ ସହରରେ ଥାଏ ଏକ ମହାବିଦ୍ୟାଳୟ। ସେ ମହାବିଦ୍ୟାଳୟ ଛାତ୍ରଵାସ ରେ ରହୁଥାଆନ୍ତି । ଅନେକ ଧନି ଘରର ପିଲାମାନେ।ସେମାନେ ସକାଳୁ ସଂନ୍ଧ୍ଯା ଯାଏ ପାଠପଢ଼ାରେ ବ୍ୟସ୍ତ ରୁହନ୍ତି। କିନ୍ତୁ ସଂନ୍ଧ୍ଯା ହେଲେ ସେମାନେ ଛାତ୍ର ଵାସର ଛାତ ଉପରକୁଯାଇ।ପ୍ରକୃତି କୁ ଉପଭୋଗ କରନ୍ତି।ଏହାସହିତ ସେମାନଙ୍କୁ ଅନ୍ୟଏକ ଦୃଶ୍ୟ ଆକର୍ଷିତ କରିଥାଏ ।ତହା ହେଉଛି
ସେହି ଛାତ୍ରବାସ ଅଳ୍ପ ଦୂରରେ ତମ୍ବୁଟାଣି ରହୁଥାଆନ୍ତି।ଏକ ଜରିଗୋଟାଳି ପରିବାର।ସେ ପରିବାରରେ ଚରିଜଣ ଥାନ୍ତି।ବାପା ମା ସେମାନଙ୍କ ପୁଅଝିଅ।ପିଲାମାନେ ଅତି ଛୋଟନହେଲେ ମଧ୍ୟ ଏତେ ବଡ଼ ନୁହନ୍ତି।ସଖାଳୁ ସେମାନଙ୍କୁ ଦେଖିବାକୁ ମିଳେନା।ସଂନ୍ଧ୍ଯା ସମୟରେ ସେମାନେ ସେ ତମ୍ବୁ ନିକଟରେ କାରବାର ହୁଅନ୍ତି।ତମ୍ବୁ ଵହାରେ ଵସି ଗୋଟିଏ ଥାଳିଆରେ ସମସ୍ତେ ଖାଉଥିବାର ଲକ୍ଷ୍ୟ କରନ୍ତି।ଏ ପିଲାମାନେ।ସ୍ୱଳ୍ପଖାଦ୍ୟକୁ ସେମାନେ ବାଣ୍ଟିଵୁଣ୍ଟି ଖାଇଦିଆନ୍ତ।ସନ୍ତୋଷ ର ସହ ।କଳି ଝଗଡା ସେମାନଙ୍କ ଭିତରେ
ଦେଖାଯାଏ ନାହିଁ। ପୋଷାକ ପତ୍ର ମଧ୍ୟ ସେପରି ଅପରିଷ୍କାର ଓ ମଇଳା।
ଦିନକର ଏପିଲାମାନେ ଚିନ୍ତା କଲେ।ସମସ୍ତେ କିଛିକିଛି ପଇସା ଚାନ୍ଧାକରିଲେ।ମୋଟା ଅଙ୍କର ପଇସାନେଇ ଦିନେ ସେମାନେ ଉଠିବା ପୂର୍ବରୁ।ତମ୍ବୁସମ୍ବୁଖରେ ଥୋଇଦେଇ ଆସିଲେ।ଓ ଦୂରରୁ ଲକ୍ଷ୍ୟ କଲେ।ଦେଖିଲେ ପ୍ରଥମେ ସ୍ତ୍ରୀଲୋକଟି ଵାହାରକୁ ଆସିଲା।ତାରଦୃଷ୍ଟି ସେ ପଇସା ଉପରେ ପଡ଼ିବ ା ମାତ୍ରେ ସେ ଆଡକୁ ସାଡୁକୁ ଚାହିଁ।
କିଛି ସମୟ ଠିଆହେଲା।ପରେ ତାକୁନେଇ ଭିତରକୁ ଗଲା।କିଛି ସମୟ ପାଇଁ ନିରବତା। ସେଦିନ ରବିବାର ଥାଏ।ପିଲାମାନେ ଲକ୍ଷ୍ୟ ରଖିଥାନ୍ତି।ସେପଇସା ନେଇ ସେମାନେ ଆଜି।ଅନେକ ଦିନପରେ ଭଲଖାଦ୍ୟ ଖାଇଵେ।ମାତ୍ର ଏକଣ।ତାଙ୍କ ଭାବନାର ସଂପୂର୍ଣ୍ଣ ଵିପରିତ ଘଟଣା ଘଟିଲା।ଯେଉଁଘରେ ଦିନେ ଶଦ୍ଦଟିଏ ଶୁଭୁନଥିଲା।ସେଘରେ ପାଟିତୁଣ୍ଡ ଯୋରରେ ଶୁଭିଵାକୁ ଲାଗିଲା।ଝିଅ କହୁଥିଲା ମୋର ଚପଲ ଦରକାର। ପୁଅ କହୁଥିଲା ମୋର ସାଇକେଲ ଦରକାର।ସ୍ତ୍ରୀଲୋକ ଟି କହୁଥିଲା ମୋର ଯମା ଶାଢ଼ୀନାହିଁ।ଏସବୁ ଶୁଣିବାପରେ ସେପିଲାମାନେ ଵହୁତ୍ ପଶ୍ଚାତାପ୍ କଲେ।ଓ ଭାବିଲେ କିଛି ଖାଦ୍ୟ ପୋଷାକ ରଖିଦେଇଥିଲେ ଭଲ ହୋଇଥାନ୍ତା।ଆମେ ପଇସାରଖି ଠିକ୍ କଲେନି ସେତେବେଳକୁ ପିଲାମାନେ ଯାଣି ଯାଇଥିଲେ।
ଅର୍ଥ ଅନର୍ଥ ର କାରଣ।
ମାଲକାନଗିରି

No comments:
Post a Comment