ସମସ୍ୟା ବହୁଳ ଜିବନ..
ବିବେକ ଚଗଲା କୁମନ..
ଦୁଃଖର ଖୁଚୁରା ଦୋକାନ.
ସୁଖର ମିଳିବା ସପନ !!
ବ୍ୟସ୍ତତା ଜଡିତ ପରାଣ..
ସେଥିରେ ଅନେକ ଭିଆଣ..
ଭୁଲିଲେ ପୋଥି ପୁରାଣ..
ଜନ୍ମ ହେଲା ଅକାରଣ !!
ପ୍ରସନ୍ନ ରହିବା କାରଣ..
ଚିନ୍ତା ନକର ଅକାରଣ..
ଆଶା ଊଣା କରିବା ଜାଣ..
ଚିତ୍ତ ପ୍ରଫୁଲୀତ କାରଣ !!
ପ୍ରଫୁଲ୍ଲ ଚିତ୍ତେ ସର୍ବ ସିଦ୍ଧି..
ଆନନ୍ଦ ମନର ଏ ଵିଧି..
ପ୍ରଫୁଲ୍ଲ ଚିତ୍ତ ଆତ୍ମ ଶୁଦ୍ଧି..
ପ୍ରସନ୍ନ ପ୍ରଭୁ ସେ ଅନାଦି !!
ଖୁସିରେ ପ୍ରଫୁଲ୍ଲ ଚେହେରା..
କୃତକାର୍ଯ୍ୟର ହିଁ ଇସାରା..
ଦୁଃଖ ଦରିଆ ର ସାହାରା..
ସୁସ୍ଥ ଶାନ୍ତ ସୁନ୍ଦର ଧରା !!
ସକଳ ଘଟେ ସେ ଅଚ୍ୟୁତ..
ପ୍ରଭୁ ଶକ୍ତି ପ୍ରାଣେ ନିହିତ...
ପ୍ରାଣ ରଖନ୍ତୁ ପ୍ରଫୁଲୀତ..
ସଭିଏଁ ଥାନ୍ତୁ "ପ୍ରସନ୍ନ ଚିତ୍ତ" !!
ନିର୍ମଳ ନାୟକ
151, ନାଗାର୍ଜୁନ କଲୋନୀ
ନାରା ରୋଡ, ଜରିପଟକା
ନାଗପୁର, ମହାରାଷ୍ଟ୍ର.
440014
ବିବେକ ଚଗଲା କୁମନ..
ଦୁଃଖର ଖୁଚୁରା ଦୋକାନ.
ସୁଖର ମିଳିବା ସପନ !!
ବ୍ୟସ୍ତତା ଜଡିତ ପରାଣ..
ସେଥିରେ ଅନେକ ଭିଆଣ..
ଭୁଲିଲେ ପୋଥି ପୁରାଣ..
ଜନ୍ମ ହେଲା ଅକାରଣ !!
ପ୍ରସନ୍ନ ରହିବା କାରଣ..
ଚିନ୍ତା ନକର ଅକାରଣ..
ଆଶା ଊଣା କରିବା ଜାଣ..
ଚିତ୍ତ ପ୍ରଫୁଲୀତ କାରଣ !!
ପ୍ରଫୁଲ୍ଲ ଚିତ୍ତେ ସର୍ବ ସିଦ୍ଧି..
ଆନନ୍ଦ ମନର ଏ ଵିଧି..
ପ୍ରଫୁଲ୍ଲ ଚିତ୍ତ ଆତ୍ମ ଶୁଦ୍ଧି..
ପ୍ରସନ୍ନ ପ୍ରଭୁ ସେ ଅନାଦି !!
ଖୁସିରେ ପ୍ରଫୁଲ୍ଲ ଚେହେରା..
କୃତକାର୍ଯ୍ୟର ହିଁ ଇସାରା..
ଦୁଃଖ ଦରିଆ ର ସାହାରା..
ସୁସ୍ଥ ଶାନ୍ତ ସୁନ୍ଦର ଧରା !!
ସକଳ ଘଟେ ସେ ଅଚ୍ୟୁତ..
ପ୍ରଭୁ ଶକ୍ତି ପ୍ରାଣେ ନିହିତ...
ପ୍ରାଣ ରଖନ୍ତୁ ପ୍ରଫୁଲୀତ..
ସଭିଏଁ ଥାନ୍ତୁ "ପ୍ରସନ୍ନ ଚିତ୍ତ" !!
ନିର୍ମଳ ନାୟକ
151, ନାଗାର୍ଜୁନ କଲୋନୀ
ନାରା ରୋଡ, ଜରିପଟକା
ନାଗପୁର, ମହାରାଷ୍ଟ୍ର.
440014

Very nice bhai
ReplyDelete