ରାଧା କୃଷ୍ଣ ଙ୍କ...
ଅମରପ୍ରେମ ଗାଥା.. .
ଅଦ୍ଵିତୀୟ ବ୍ରମହା6ଣ୍ଡ
ଅଖଣ୍ଡଏ କଥା..
ସ୍ୱର୍ଗ ରେ ବିଚରଣ..
କରୁ କରୁ ଅଚାନକ..
ଭେଟ ହୁଏ ମାନିନୀ...
ରାଧା ଓ ଶ୍ରୀକୃଷ୍ଣ ଙ୍କ..
ବିଚଳିତ ଥିଲେ କୃଷ୍ଣ...
ପ୍ରସନ୍ନ ଚିତ୍ତ ରାଧିକା..
କ୍ରିଷ୍ଣ ବ୍ୟତୀବ୍ୟସ୍ତ ଥିଲେ
ରାଧା ହସି ଦେଲେ..
କ୍ରିଷ୍ଣ ଙ୍କ କହିବା ପୂର୍ବରୁ...
ରାଧା କହିଲେ..
କେମିତି ଅଛନ୍ତି
ଆପଣ ଦ୍ୱାରକାଧିଶ ?
ଯେଉଁ ରାଧା ...
କାହ୍ନl କାହ୍ନl କହୁଥିଲା..
ତାଙ୍କ ମୁଖରୁ....
ଦ୍ୱାରକାଧିଶ ସମ୍ବୋଧନ...
କୃଷ୍ଣ ଙ୍କ ମନକୁ...
କ୍ଷତବିକ୍ଷତ କରି ଦେଲା..
ତଥାପି ନିଜକୁ ନିଜେ...
ସମ୍ଭାଳି ନେଇ...
ରାଧିକା କୁ କୁହନ୍ତି କହେଁଇ .........
ମୁଁ ତ ତୁମ ପାଇଁ ଆଜିବି କାହ୍ନl...
ତୁମେ ମୋତେ ଦ୍ୱାରିକାଧିଶ କୁହନି !
ଆସ ବସିବା ....କଥା ହେବା..
କିଛି ମୁଁ ମୋ କଥା କହିବି..
କିଛି ତୁମେ ତୁମ କଥା..
ସତ କହିବି ରାଧା ଯେବେ..
ତୁମେ ମନେ ପଡୁଥିଲ..
ଏ ଆଖିରୁ ଅବିରତ
ଅଶ୍ରୁ ବହି ଯାଉଥିଲା...
ରାଧା କହିଲେ, ମୋ 'ସହିତ
ଏମିତି କିଛି ହୋଇନି..
ନା ତୁମେ ମନେ ପଡ଼ୁ ଥିଲ..
ନା ଆଖିରୁ ଲୁହ ବହୁଥିଲା..
କାହିଁକି ନା ମୁଁ ତୁମକୁ
ଭୁଲି ଥିଲି କେବେ..
ଯାହା ତୁମେ ମନେ ପଡିବ...
ଏଇ ନୟନ ଯୁଗଳ ରେ
ତୁମେ ରହୁଥିଲ..
କାହିଁ ଅଶ୍ରୁ ଧାର ସହ
ବହି ନ ଯାଅ...
ଏଥି ପାଇଁ ମୁଁ
କାନ୍ଦି ପାରୁନଥିଲି..
ପ୍ରେମ କୁ ଅଲଗା ହେଲା ପରେ
ତୁମେ କଣ ହାରିଲ..
ତାହାର ଏକ ଆଇନ
ଦେଖାଉଚି ଆପଣଙ୍କୁ ?
କିଛି ଅପ୍ରିୟ ସତ୍ୟ..
କିଛି ପ୍ରଶ୍ନlବଳୀ ଆପଣ ଙ୍କୁ ?
କେବେ ଭାବିଥିଲ ଏତେ
ଉର୍ନତି ରେ ପଛେ ରହିଯିବ.
ଯମୁନା ର ମିଠା ପାଣି ରୁ
ଜୀବନ ର ଆରମ୍ଭ...
ଆଉ ସମୁଦ୍ର ର ଲୁଣିଆ ପାଣି
ପର୍ଯ୍ୟନ୍ତ ପହଂଚି ଗଲ ?
ଏକ ଆଙ୍ଗୁଳି ରେ...
ଚାଲୁଥିବା ସୁଦର୍ଶନ କୁ
ଭରସା କରି ନେଲ ଆଉ ..
ଦଶ ଆଙ୍ଗୁଳି ରେ ପରିଚାଳିତ..
ମୋହନ ବଇଁଶୀ କୁ ଭୁଲିଗଲ?
କାହ୍ନl ତୁମେ ଯେବେ
ପ୍ରେମ ରେ ଯୋଡିହୋଇ ଥିଲ ....
ଯେଉଁ ଆଙ୍ଗୁଳି ରେ
ଗୋବର୍ଧନ ପର୍ବତ
ଉଠାଇ ଗୋପୀଙ୍କୁ..
ବଂଚେଇ ଥିଲ..
ପ୍ରେମ ରୁ ଅଲଗା
ହେଲାରୁ ସେହି ଆଙ୍ଗୁଳି.
କଣ କଣ ରଙ୍ଗ
ଦେଖେଇ ବାର ଲାଗିଛି..
ସୁଦର୍ଶନ ଚକ୍ର ଉଠେଇ
ବିନାଶ କରି ବାରେ ଲାଗିଛି...
କାହ୍ନl ଓ ଦ୍ୱାରକାଧିଶ ହେବାର..
କଣ କଣ ତଫାତ କହିବି ?
କାହ୍ନl ହୋଇଥିଲେ
ସୁଦାମା ଘରକୁ ଯାଇଥାନ୍ତ..
ସୁଦାମା ତୁମ ଘରକୁ ଯାଇନଥାନ୍ତା....
ଯୁଦ୍ଧ ଓ ପ୍ରେମ ରେ
ଏହାହିଁ ଅନ୍ତର..
ଯୁଦ୍ଧ ରେ ତୁମେ
ଶେଷ କରି ଜିତୁଛ...
ଆଉ ପ୍ରେମ ରେ ତୁମେ
ଶେଷ ହୋଇ ଜିତୁଛ..
କାହ୍ନlରେ ପ୍ରେମ ରେ
ଯିଏ ଡୁବି ଯାଇଛି...
ସେ ଦୁଖୀ ହୋଇ ପାରେ...
ପରନ୍ତୁ କାହାକୁ ଦୁଃଖ
ଦେଇ ନ ପାରେ..
ଆପଣ ଅନେକ କଳା ର ଧନୀ...
ସ୍ବପ୍ନ ଦୂର ଦ୍ରଷ୍ଟା ବି...
ଗୀତା ଭଳି ଗ୍ରନ୍ଥ ର ଦାତା ବି..
କିନ୍ତୁ ଆପଣ କଣ ନିର୍ଣ୍ଣୟ ନେଲେ..
ଯାଦବ ସେନା କୌରବ ଙ୍କୁ
ସମର୍ପି ଦେଲେ..
ଆଉ ଆପଣlଙ୍କୁ ପାଣ୍ଡଵ
ପକ୍ଷରେ ସାମିଲ କଲେ..
ସେନା ତ ଆପଣଙ୍କ ପ୍ରଜା...
ରାଜା ତ ପ୍ରଜା ଙ୍କ ପlଲକ..
ପ୍ରଜା ଙ୍କ ରକ୍ଷକ ରାଜନ..
ଆପଣଙ୍କ ଭଳି ମହାଜ୍ଞାନୀ..
ଯେଉଁ ରଥ କୁ ଚଳାଉଥିଲେ..
ସେହି ରଥ ରେ ଅର୍ଜୁନ ଆପଣଙ୍କ..
ସେନା ସଂହାର କରୁଥିଲେ..
ଆପଣଙ୍କର ପ୍ରଜାଙ୍କୁ ବିନାଶ ଦେଖି..
ଆପଣଙ୍କର କରୁଣା ଜାଗ୍ରତ ହେଲାନି ?
କାରଣ ଆପଣ ପ୍ରେମ...
ଶୂନ୍ୟ ହୋଇଯାଇଥିଲେ..
ଆଜିବି ଧରିତ୍ରୀ କୁ ଯାଇ ଦେଖ..
ଆପଣଙ୍କର ଦ୍ୱାରକାଧିଶ ଛବି...
ଖୋଜି ଖୋଜି ଥକି ଯିବେ..
ସବୁ ଘରେ, ସବୁ ମନ୍ଦିରରେ..
ମୋ ସହ ଆପଣ କେବଳ ପାଇବେ..
ଆଜିବି ମୁଁ ମାନୁଛି...
ଲୋକେ ଗୀତା ର ଜ୍ଞାନ କଥା..
ଚର୍ଚ୍ଚା କରୁଛନ୍ତି.. ମହତ୍ୱ ବି..
ପରନ୍ତୁ ଧରିତ୍ରୀ ର ଲୋକେ..
ଯୁଦ୍ଧ ଵାଲା ଦ୍ୱାରକାଧିଶ
ଛବି ନୁହେଁ..କେବଳ
ପ୍ରେମ ଵାଲା କାହ୍ନl କୁ
ଭରସା କରନ୍ତି..
ଗୀତା ରେ ମୋର
କାହିଁ ବି ନାମ ନାହିଁ..
କିନ୍ତୁ ଆଜିବି ଲୋକେ
ଗୀତା ର ସମାପ୍ତି ରେ..
"ରାଧେ ରାଧେ " କହୁଛନ୍ତି...
================
ମୂଳ ରଚନା : ସୁରେନ୍ଦ୍ର ଶର୍ମା
କାହ୍ନl ରୁ ଦ୍ୱାରିକାଧିଶ ଯାଏ.. (ଅନୁବାଦ )
ଅନୁବାଦ : ନିର୍ମଳ ନାୟକ. ନାଗପୁର
ଅମରପ୍ରେମ ଗାଥା.. .
ଅଦ୍ଵିତୀୟ ବ୍ରମହା6ଣ୍ଡ
ଅଖଣ୍ଡଏ କଥା..
ସ୍ୱର୍ଗ ରେ ବିଚରଣ..
କରୁ କରୁ ଅଚାନକ..
ଭେଟ ହୁଏ ମାନିନୀ...
ରାଧା ଓ ଶ୍ରୀକୃଷ୍ଣ ଙ୍କ..
ବିଚଳିତ ଥିଲେ କୃଷ୍ଣ...
ପ୍ରସନ୍ନ ଚିତ୍ତ ରାଧିକା..
କ୍ରିଷ୍ଣ ବ୍ୟତୀବ୍ୟସ୍ତ ଥିଲେ
ରାଧା ହସି ଦେଲେ..
କ୍ରିଷ୍ଣ ଙ୍କ କହିବା ପୂର୍ବରୁ...
ରାଧା କହିଲେ..
କେମିତି ଅଛନ୍ତି
ଆପଣ ଦ୍ୱାରକାଧିଶ ?
ଯେଉଁ ରାଧା ...
କାହ୍ନl କାହ୍ନl କହୁଥିଲା..
ତାଙ୍କ ମୁଖରୁ....
ଦ୍ୱାରକାଧିଶ ସମ୍ବୋଧନ...
କୃଷ୍ଣ ଙ୍କ ମନକୁ...
କ୍ଷତବିକ୍ଷତ କରି ଦେଲା..
ତଥାପି ନିଜକୁ ନିଜେ...
ସମ୍ଭାଳି ନେଇ...
ରାଧିକା କୁ କୁହନ୍ତି କହେଁଇ .........
ମୁଁ ତ ତୁମ ପାଇଁ ଆଜିବି କାହ୍ନl...
ତୁମେ ମୋତେ ଦ୍ୱାରିକାଧିଶ କୁହନି !
ଆସ ବସିବା ....କଥା ହେବା..
କିଛି ମୁଁ ମୋ କଥା କହିବି..
କିଛି ତୁମେ ତୁମ କଥା..
ସତ କହିବି ରାଧା ଯେବେ..
ତୁମେ ମନେ ପଡୁଥିଲ..
ଏ ଆଖିରୁ ଅବିରତ
ଅଶ୍ରୁ ବହି ଯାଉଥିଲା...
ରାଧା କହିଲେ, ମୋ 'ସହିତ
ଏମିତି କିଛି ହୋଇନି..
ନା ତୁମେ ମନେ ପଡ଼ୁ ଥିଲ..
ନା ଆଖିରୁ ଲୁହ ବହୁଥିଲା..
କାହିଁକି ନା ମୁଁ ତୁମକୁ
ଭୁଲି ଥିଲି କେବେ..
ଯାହା ତୁମେ ମନେ ପଡିବ...
ଏଇ ନୟନ ଯୁଗଳ ରେ
ତୁମେ ରହୁଥିଲ..
କାହିଁ ଅଶ୍ରୁ ଧାର ସହ
ବହି ନ ଯାଅ...
ଏଥି ପାଇଁ ମୁଁ
କାନ୍ଦି ପାରୁନଥିଲି..
ପ୍ରେମ କୁ ଅଲଗା ହେଲା ପରେ
ତୁମେ କଣ ହାରିଲ..
ତାହାର ଏକ ଆଇନ
ଦେଖାଉଚି ଆପଣଙ୍କୁ ?
କିଛି ଅପ୍ରିୟ ସତ୍ୟ..
କିଛି ପ୍ରଶ୍ନlବଳୀ ଆପଣ ଙ୍କୁ ?
କେବେ ଭାବିଥିଲ ଏତେ
ଉର୍ନତି ରେ ପଛେ ରହିଯିବ.
ଯମୁନା ର ମିଠା ପାଣି ରୁ
ଜୀବନ ର ଆରମ୍ଭ...
ଆଉ ସମୁଦ୍ର ର ଲୁଣିଆ ପାଣି
ପର୍ଯ୍ୟନ୍ତ ପହଂଚି ଗଲ ?
ଏକ ଆଙ୍ଗୁଳି ରେ...
ଚାଲୁଥିବା ସୁଦର୍ଶନ କୁ
ଭରସା କରି ନେଲ ଆଉ ..
ଦଶ ଆଙ୍ଗୁଳି ରେ ପରିଚାଳିତ..
ମୋହନ ବଇଁଶୀ କୁ ଭୁଲିଗଲ?
କାହ୍ନl ତୁମେ ଯେବେ
ପ୍ରେମ ରେ ଯୋଡିହୋଇ ଥିଲ ....
ଯେଉଁ ଆଙ୍ଗୁଳି ରେ
ଗୋବର୍ଧନ ପର୍ବତ
ଉଠାଇ ଗୋପୀଙ୍କୁ..
ବଂଚେଇ ଥିଲ..
ପ୍ରେମ ରୁ ଅଲଗା
ହେଲାରୁ ସେହି ଆଙ୍ଗୁଳି.
କଣ କଣ ରଙ୍ଗ
ଦେଖେଇ ବାର ଲାଗିଛି..
ସୁଦର୍ଶନ ଚକ୍ର ଉଠେଇ
ବିନାଶ କରି ବାରେ ଲାଗିଛି...
କାହ୍ନl ଓ ଦ୍ୱାରକାଧିଶ ହେବାର..
କଣ କଣ ତଫାତ କହିବି ?
କାହ୍ନl ହୋଇଥିଲେ
ସୁଦାମା ଘରକୁ ଯାଇଥାନ୍ତ..
ସୁଦାମା ତୁମ ଘରକୁ ଯାଇନଥାନ୍ତା....
ଯୁଦ୍ଧ ଓ ପ୍ରେମ ରେ
ଏହାହିଁ ଅନ୍ତର..
ଯୁଦ୍ଧ ରେ ତୁମେ
ଶେଷ କରି ଜିତୁଛ...
ଆଉ ପ୍ରେମ ରେ ତୁମେ
ଶେଷ ହୋଇ ଜିତୁଛ..
କାହ୍ନlରେ ପ୍ରେମ ରେ
ଯିଏ ଡୁବି ଯାଇଛି...
ସେ ଦୁଖୀ ହୋଇ ପାରେ...
ପରନ୍ତୁ କାହାକୁ ଦୁଃଖ
ଦେଇ ନ ପାରେ..
ଆପଣ ଅନେକ କଳା ର ଧନୀ...
ସ୍ବପ୍ନ ଦୂର ଦ୍ରଷ୍ଟା ବି...
ଗୀତା ଭଳି ଗ୍ରନ୍ଥ ର ଦାତା ବି..
କିନ୍ତୁ ଆପଣ କଣ ନିର୍ଣ୍ଣୟ ନେଲେ..
ଯାଦବ ସେନା କୌରବ ଙ୍କୁ
ସମର୍ପି ଦେଲେ..
ଆଉ ଆପଣlଙ୍କୁ ପାଣ୍ଡଵ
ପକ୍ଷରେ ସାମିଲ କଲେ..
ସେନା ତ ଆପଣଙ୍କ ପ୍ରଜା...
ରାଜା ତ ପ୍ରଜା ଙ୍କ ପlଲକ..
ପ୍ରଜା ଙ୍କ ରକ୍ଷକ ରାଜନ..
ଆପଣଙ୍କ ଭଳି ମହାଜ୍ଞାନୀ..
ଯେଉଁ ରଥ କୁ ଚଳାଉଥିଲେ..
ସେହି ରଥ ରେ ଅର୍ଜୁନ ଆପଣଙ୍କ..
ସେନା ସଂହାର କରୁଥିଲେ..
ଆପଣଙ୍କର ପ୍ରଜାଙ୍କୁ ବିନାଶ ଦେଖି..
ଆପଣଙ୍କର କରୁଣା ଜାଗ୍ରତ ହେଲାନି ?
କାରଣ ଆପଣ ପ୍ରେମ...
ଶୂନ୍ୟ ହୋଇଯାଇଥିଲେ..
ଆଜିବି ଧରିତ୍ରୀ କୁ ଯାଇ ଦେଖ..
ଆପଣଙ୍କର ଦ୍ୱାରକାଧିଶ ଛବି...
ଖୋଜି ଖୋଜି ଥକି ଯିବେ..
ସବୁ ଘରେ, ସବୁ ମନ୍ଦିରରେ..
ମୋ ସହ ଆପଣ କେବଳ ପାଇବେ..
ଆଜିବି ମୁଁ ମାନୁଛି...
ଲୋକେ ଗୀତା ର ଜ୍ଞାନ କଥା..
ଚର୍ଚ୍ଚା କରୁଛନ୍ତି.. ମହତ୍ୱ ବି..
ପରନ୍ତୁ ଧରିତ୍ରୀ ର ଲୋକେ..
ଯୁଦ୍ଧ ଵାଲା ଦ୍ୱାରକାଧିଶ
ଛବି ନୁହେଁ..କେବଳ
ପ୍ରେମ ଵାଲା କାହ୍ନl କୁ
ଭରସା କରନ୍ତି..
ଗୀତା ରେ ମୋର
କାହିଁ ବି ନାମ ନାହିଁ..
କିନ୍ତୁ ଆଜିବି ଲୋକେ
ଗୀତା ର ସମାପ୍ତି ରେ..
"ରାଧେ ରାଧେ " କହୁଛନ୍ତି...
================
ମୂଳ ରଚନା : ସୁରେନ୍ଦ୍ର ଶର୍ମା
କାହ୍ନl ରୁ ଦ୍ୱାରିକାଧିଶ ଯାଏ.. (ଅନୁବାଦ )
ଅନୁବାଦ : ନିର୍ମଳ ନାୟକ. ନାଗପୁର

Very nice
ReplyDelete