ମାଆତୁମେଜଗତର ସ୍ନେହରପ୍ରେମମନ୍ଦିର
ତୁମପରିନାହିଁକେହିଏହିସଂସାରେ
ସମସ୍ତଙ୍କୁକରସ୍ନେହ କୋଳରେଦିଅଆଶ୍ରୟ
ଅଳିଅରଦଳିସହମନଖୁସୀରେ
ପଣତରସ୍ନେହଡରିରେ
ବାନ୍ଧିଛୁମମତାଡରିଏହିସଂସାରେ ।
ତହସରେଅଛିଯାଦୁ ତୁମେମମତାରସିନ୍ଧୁ
ତମଥାଟିକିଲିଦିଶେଚନ୍ଦନବିନ୍ଦୁ
ତହାତରେଅଛିଯାଦୁ ଯାହାତୁପରସିଦେବୁ
ବିଷବିଅମୃତହୁଏତରପରଶେ
ତଚନ୍ଦ୍ରମାମୁଖଦେଖିଲେ
ଲାଗେଦୁନିଆରସୁଖପାଇଗଲିରେ ।
ତପରିମମତାମୟି ନାହିଁଦୁନିଆରେକେହି
ବାତ୍ସଲ୍ୟମମତାଝରେତରକୋଳରୁ
ତପଣତକାନିଧରି ଶିଖିଛିସଂସାରେଚାଲି
ଦେଖିଛିମୁଁଜହ୍ନମାମୁତରକୋଳରୁ
ତୁହସିଲେଦୁନିଆହସେ
ତୁକାନ୍ଦିଲେଏଦୁନିଆଦୁଃଖରେଭାସେ ।
ସନ୍ଦିପ୍ ଶତପଥୀ
ଫୁଲବାଣୀ କନ୍ଧମାଳ ଜିଲ୍ଲା
ଫୁଲବାଣୀ କନ୍ଧମାଳ ଜିଲ୍ଲା
No comments:
Post a Comment