କୋଶଳି କବିତା-------
________________________
ବୁଢ଼ା ବଳଛେ ଶୁନ୍ ତ ନାତି
କଥା ପଦେ ଗା ତୁଇ
ଫୁନଉପ୍ ରେ ମୋରବିଚାର ଟା
କହୁଛେ ଟିକେ ମୁଇଁ
ସୁଇଚ ଟିପାନୁ ସ୍କ୍ରିନ୍ ଟଚ୍ ଏଲା
ନୋକିଆ ରିଏଲ୍ ମି ଫାଇବ
ଟଙ୍କା ପାଂଶ ନୁ ପାଚ୍ ହଜାରହେଲା
ଶୁଣି ହେଇଗଲି ସେଇଟ
ଥ୍ରୀଜିଫୋର୍ ଜି ନୁ ଫାଇବ୍ ଜି ଏଲା
ଛି ଦେଲେ କାମ ହେଉଛେ
ଟାବାର୍ ଖମା ଟା କେତ ନି କେତେ
ସୁସ୍ ତା ଟାଘେକେ ହେଉଛେ
ଯୁଗ ଥିଲା ଗା ଆମର ବେଳକେ
ଫୁନ୍ ବଏଲେ ନେଇ
ଚିଠିପତର୍ ଲେଖି ଖବର ପଠଉ
ଡାକ ଘର କେ ଯେଇ
କେତେ ଦେଖ ବୁ ଚରେ ଚିର୍ ଗୁନ
କେଁ କିଚିର କେତେ
ଗହଲ୍ ଚହଳ ଲାଗେ ଗାଁଖୁଲ୍ ଟା
ଚଁଟିଆର ଲାଗି ସତେ
ବୁଢ଼ା ମାନେ ନାତି କହୁଥିଲେ ଗା
ନେଇହେବ ବାବୁ ହର୍ ବର୍
ହିତି ପଡଲେ ଆଠୁଗଁଏଟ ଫାଟ୍ ବା
କାନ୍ ବ ତେହେରୁ ଚର୍ ଚର୍
ହର୍ ବର୍ ଫଳ ମିଲ୍ ଲା ନାତି
କାଣା କହେ ମି ମୁଇଁ
ପଢା ପିଲକେ କାଣା ବୁଝାମି
ଜାନି ପରୁଥିବୁ ତୁଇ
ଇହାଦେ ଦେକ୍ ତ ଘରଚଁଟିଆ
ଦେଖ ମି ବେଳେ ନେଇ
ସପନ ମେତାର୍ ହେଇଗଲେ ନ
ଟାବାର୍ ଖମା ପେଇଁ
ଉନ୍ନତି ହେଲେ ଦେଶ ର ମଙ୍ଗଳ
ଭଲ କଥା ଏ ଭେଇ
ସବୁ ଆଡ଼େ ଦେଖି ଆଗ୍ କେ ବଢୁ
ହସୁ ଥିବା ମାଏଟ ଭୂଇଁ।।
******************
ମୁନା ଭୋଇ
ଏମ୍. ଶ୍ରୀଗିଡା, ବିଜେପୁର,ବରଗଡ଼
No comments:
Post a Comment